ନୟାଗଡ଼ ଭାଟସାହିରେ ହତ୍ୟାକାଣ୍ଡ : ଟାଉନ ଥାନା ପୋଲିସର ଛାନଭିନ

0
490

Loading

ନୟାଗଡ (ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରକ୍ତରେ ଭିଜିଲା ନୟାଗଡ ଭାଟସାହି . ପୁର୍ବ ଶତୃତାକୁ କେନ୍ଦ୍ର କରି ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଭାଟସାହି ଗ୍ରାମର ଅର୍ଜୁନ ପ୍ରଧାନ ଙ୍କୁ ହତ୍ୟା ଅଭିଯୋଗ । ଘଟଣାସ୍ଥଳରେ ଟାଉନ ଥାନା ପୋଲିସର ଛାନଭିନ ଆରମ୍ଭ . ଜମି ବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ଭାବରେ ସୁଚନା ମିଳିଛି । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ରାଜନ ବେହେରା ନାମକ ବ୍ୟକ୍ତି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ . ହତ୍ୟାକାଣ୍ଡ ଘଟଣାକୁ ନେଇ ଭାଟସାହିରେ ଉତ୍ତେଜନା ଲାଗି ରହିଥିବା ସମୟରେ ବ୍ୟାପକ ପୁଲିସ ମୁତୟନ ହୋଇଥିବାର ସୂଚନା . 

LEAVE A REPLY

Please enter your comment!
Please enter your name here