ବାଙ୍କୀ କଲେଜରେ ଦୁର୍ନୀତି ଅଭିଯୋଗ !

Spread the love

କଟକ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ କଲେଜ ରେ ଦୁର୍ନୀତି ଅଭିଯୋଗ । ବିନା ନୋଟିସ ରେ ବେଆଇନ ନିଯୁକ୍ତି ହୋଇଥିବା କର୍ମଚାରୀ ଙ୍କ ଦରମାର ଭରଣା ନିମନ୍ତେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପରେ ଦେୟ ବୃଦ୍ଧି ର ଚାପ ପକାଯାଉଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଅନ୍ୟପଟେ ପୂର୍ବତନ ଛାତ୍ର ଓ ଅଭିଭାବକ ଙ୍କ ସମେତ ବହୁ ବୁଦ୍ଧିଜୀବୀ ଏହାକୁ ଦୃଢ ବିରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *