ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରି ଗମାଙ୍ଗୋଙ୍କ ମାତୃ ବିୟୋଗ !!!

0
201

Loading

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ର୍ରୀ ତଥା ବିଜେପି ନେତା ଗିରିଧାରି ଗମାଙ୍ଗୋଙ୍କ ମାତୃ ବିୟୋଗ ଘଟିଅଛି . ରାୟଗଡା ଜିଲ୍ଲା ଡ଼ିବିରିସିଂ ଗ୍ରାମସ୍ଥିତ ବାସଭବନରେ ଅଶୀ ବର୍ଷ ବୟସରେ ଚନ୍ଦ୍ରମା ଗମାଙ୍ଗୋଙ୍କର ପରଲୋକ ଘଟିଅଛି . ମୃତ୍ୟୁକାଳୀନ ଅନ୍ତିମ ସମୟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ .

LEAVE A REPLY

Please enter your comment!
Please enter your name here