ଠିକାଦାରଙ୍କ ଦାୟିତ୍ଵହୀନତା : ବିପର୍ଯ୍ୟସ୍ତ ଜନଜୀବନ

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଠିକାଦାରଙ୍କ ଦାୟିତ୍ଵହୀନତା ପାଇଁ ସାଧାରଣ ଜନଜୀବନ ହୋଇପଡ଼ିଛି ବିପର୍ଯ୍ୟସ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମରେ । କଳାପଥର ରୁ ବୈଦେଶ୍ଵର ରାସ୍ତା ରେ ଯାଇଥିବା ପାଇପ୍ ଲାଇନ୍ ଗାତ ଖୋଳି ପରେ ଖୋଲା ଛାଡି ଦେଇଛନ୍ତି ଠିକାଦାର । ଫଳରେ ଆଜି ସେହି ଗାତରେ ପଡି ଏକ ଟ୍ରକ୍ ଓଲଟି ପଡିଥିଲା । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *