ସୁକିନ୍ଦା ପୋଲିସ ଦ୍ୱାରା କୁଖ୍ୟାତ ଚୋର ଗିରଫ ll

0
238

Loading

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ବହୁ ଦିନ ଧରି ଚୋର ଡକାୟତ ମାନେ ଆତଙ୍କ ଚଲାଇଥିଲେ l ଏବେ ସୁକିନ୍ଦା ପୋଲିସ କୁ ମିଳିଛି ସଫଳତା l ଅନେକ ଚୋରିରେ ସଂପୃକ୍ତି ଥିବା ସୁକିନ୍ଦା ମାଟିଆ ସାହିର ମିଟୁକୁ ସୁକିନ୍ଦା ପୋଲି ଗିରଫ କରିଛି l ସୁକିନ୍ଦା ପଶୁ ଡାକ୍ତରଖାନାରୁ ପାଣି ମଟର ଚୋରି ଘଟଣାରେ ପଶୁ ଡାକ୍ତର ସୁକିନ୍ଦା ଥାନାରେ ଏକ ମାମଲା ଦେଇଥିଲେ l ମାମଲା ଆଧାରରେ କେସ ନମ୍ବର 154/20 ରେ ପୋଲିସ ତଦନ୍ତ କରି ମିଟୁକୁ ଗିରଫ କରି ଅନେକ ଚୋରି ସାମଗ୍ରୀ ଜବତ କରିବା ସହିତ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି l

LEAVE A REPLY

Please enter your comment!
Please enter your name here