ସାହିତ୍ୟ ପତ୍ରିକା “ପ୍ରତୀକ୍ଷା”ର ଶୁଭ ଉନ୍ମୋଚନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ସୁବ୍ରତ ନାୟକ : ଉନ୍ମୋଚିତ ହୋଇଯାଇଛି ତ୍ରୟମାସିକ ସାହିତ୍ୟ ପତ୍ରିକା “ପ୍ରତୀକ୍ଷା” . ବାଙ୍କୀର ଆରାଧ୍ୟା ଦେବୀ ମା’ ଚର୍ଚ୍ଚିକାଙ୍କ ମନ୍ଦିର ପରିସରରେ ଆୟୋଜିତ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ସାହିତ୍ୟ ପତ୍ରିକାର ଶୁଭ ଉନ୍ମୋଚନ ହୋଇଛି . କୋଭିଡ କଟକଣା ଦୃଷ୍ଟିରୁ ସାମାଜିକ ଦୂରତ୍ୱ ନିୟମ ପାଳନ କରି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସମୟରେ
ଅଧ୍ୟାପକ ମନୋଜ ମହାପାତ୍ର, ଶିକ୍ଷକ ବନ୍ଧୁ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ,ସମାଜସେବୀ ତଥା ଚର୍ଚ୍ଚିକା ମନ୍ଦିର ସେବାୟତ ଶିବବ୍ରତ ମହାପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ .

Leave a Reply

Your email address will not be published. Required fields are marked *