ଗଜପତିରେ ପୁଣି ୭ ପଜିଟିଭ !!

0
290

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ପୁଣି ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମ୍ପର୍କରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ଜିଲ୍ଲା ଅନ୍ତର୍ଗତ ଆର.ଉଦୟଗିରି ବ୍ଳକରୁ ୨ ଜଣ, ଗୋଶାଣି ବ୍ଲକରୁ ଜଣେ, ନୂଆଗଡ଼ ବ୍ଳକରୁ ଜଣେ, ପାରଳା ପୋୖର ପରିଷଦରୁ ୨ ଜଣ ଏବଂ ଆନ୍ଧ୍ର ପ୍ରଦେଶରୁ ଜଣେ ଗଜପତି ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆଇସୋଲେସନ ରେ ରହିବ ପାଇଁ ପରାମର୍ଶ ଦିଆ ଯାଇଥିବା ସମୟରେ ଅନ୍ୟ ମାନଙ୍କୁ କୋଭିଡ଼ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here