ବାଙ୍କୀ ଜଗନ୍ନାଥପୁର ରେ ରକ୍ତଦାନ ଶିବିର !!!

0
213
Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତ ରେ ଗ୍ରାମରେ ପ୍ରବେଶ ତୋରଣ ର ଶୁଭ ଉଦଘାଟନ ହୋଇଛି । ଜଗନ୍ନାଥପୁର ଉଚ୍ଚବିଦ୍ୟାଳୟ ରେ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା . କାର୍ଯ୍ୟକ୍ରମ ଅବସରରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ , ବାଙ୍କୀର ପୁର୍ବତନ ବିଧାୟକ ତ୍ରିପାଠୀ ଏବଂ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଅତିଥି ଭାବରେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here