ବୟାଳିଶ ମୌଜ଼ାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

0
256

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ କୂଳକଳପଡା ଗ୍ରାମ ଖେଳପଡିଆରେ ଜେ.ଜେ.ସି କ୍ଳବ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି . ଫାଇନାଲ ମ୍ୟାଚରେ ସ୍ମାଇଲ ଇଲେଭେନ କ୍ଲବ ଓ ଚାର୍ଜ ଇଲେଭେନ କ୍ଲବ ମଧ୍ୟରେ କଡା ମୁକାବିଲା ହୋଇଥିଲା . ଚାର୍ଜ ଇଲେଭେନ କ୍ଲବ ଚମ୍ପିୟାନ ହୋଇ ନଗଦ ୧୧ ହଜାର ଟଙ୍କା ଓ ପୁରସ୍କାର ଗ୍ରହଣ କରିଛନ୍ତି ଏଥିସହ ରନର୍ସ ଅପ ଦଳକୁ ୭ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ପୁରସ୍କାର ବିତରଣୀ ସଭାରେ ଅତିଥି ଭାବେ ଆରତ ରଂଜନ ବିଶ୍ଵାଳ, ମନୋରଞ୍ଜନ ଶତପଥୀ ଯୋଗଦାନ କରିଥିବା ବେଳେ କ୍ଲବ ପକ୍ଷରୁ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here