ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଆପଣଙ୍କର ଛୋଟିଆ ସାହାଯ୍ୟ କାହାର ମୂଲ୍ୟବାନ ଜୀବନ ବଞ୍ଚେଇ ଦେଇପାରେ ! ଏପରି ଏକ ନିଆରା ଚିନ୍ତାଧାରା କୁ ନେଇ ସ୍ଥାପିତ ହୋଇଛି ସମାଜ ମଙ୍ଗଳ ହୁଣ୍ଡି .

ତାଳଚେର ସମାଜସେବା ପରିବାର ସମାଜମଙ୍ଗଳ ହୁଣ୍ଡିର ଆଜୀବନ ସଦସ୍ୟ ଭାବେ ଆଜି ହୁଣ୍ଡିଦାନ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଶିଷ୍ଟ କବି ତଥା ପୂର୍ବତ୍ତନ ଭୁବନେଶ୍ୱର ସାଂସଦ ଡ଼ଃ ପ୍ରସନ୍ନ ପାଟ୍ଟଶାଣୀ …| ସୂଚନାଯୋଗ୍ୟ ଏ ହୁଣ୍ଡିଦାନ କେବଳ ଅସହାୟ କର୍କଟରୋଗରେ ପୀଡିତ/ପିଡିତା ମାନଙ୍କ ଉଦ୍ଧେଶ୍ୟରେ ସମର୍ପିତ |