କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଚ ରାସ୍ତା ଉପରେ ବନ୍ଧୁକ ମୁନରେ ଭୟଭୀତ କରି ବ୍ୟବସାୟୀଙ୍କ ଠାରୁ ଛିନତାଇ ଏବଂ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ଗିରଫ କରିଛି କମିଶନରେଟ ପୁଲିସ . କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡା ବାଲିସାହିର କୁନା ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ ଛ ଜଣଙ୍କ ନାମରେ ମକଦ୍ଦମା ରୁଜୁ କରିଥିଲା ପୁଲିସ !


