ଅତ୍ୟାଧୁନିକ ପ୍ରଣାଳୀରେ ରକ୍ତ ପରୀକ୍ଷା କେନ୍ଦ୍ର ଉଦଘାଟିତ !!

0
183

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଆଗରେ ବହୁ ପୁରାତନ ଅନୁଷ୍ଠାନ “ହୋପ” ର ଏକ ବ୍ରାଞ୍ଚ ଉଦଘାଟିତ ହୋଇଯାଇଛି । ଏଥିରେ ଅତ୍ୟାଧୁନିକ ପ୍ରଣାଳୀରେ ରକ୍ତ, ମଳ, ମୂତ୍ର, ଧାତୁ, କଫ ପରୀକ୍ଷା ଅଭିଜ୍ଞ କର୍ମଚାରୀଙ୍କ ଦ୍ଵାରା କରାଯିବ । ତତ ସହିତ ଅଭିଜ୍ଞ ଡାକ୍ତର ମାନେ ଯୋଗଦେଇ ଉନ୍ନତମାନର ଚିକିତ୍ସା ସେବା ପ୍ରଦାନ କରାଯିବ ବୋଲି ମୁଖ୍ୟ ଶାଖା ପରିଚାଳକ ଗୌତମ ପରିଜା ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here