ଜାତୀୟ ରାଜପଥ ରେ ଓଲଟିଲା ଏଚପି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ !!

0
190

Loading

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟାଙ୍କି ବୋଝେଇ ଟ୍ରକ . ଜାତୀୟ ରାଜପଥ ଫୁଲନଖରା ନିକଟସ୍ଥ ବମ୍ଫକୁଦ ନିକଟରେ ଏକ ଏଚପି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡିଥିବାର ସୂଚନା ମିଳିଛି । ଦ୍ରୁତ ଗତି କାରଣରୁ ଭାରସାମ୍ୟ ହରାଇ ଟ୍ରକ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା କିଛି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here