ସାଗରଗୁଆଁ ପଞ୍ଚାୟତର ଦୁଇଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା !!!

0
192

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମପଞ୍ଚାୟତ ରେ କୋରୋନା ସଂକ୍ରମଣ ରୋକିବା ପାଇଁ ପାଟବନ୍ଧ ମୌଜା ଓ କୃଷ୍ଣପୁର ମୌଜା ଗୁଡିକ ନିଷେଧା ଅଞ୍ଚଳ ଘୋଷଣା ସହ ୧୪୪ ଧାରା ଲାଗୁ କରାଯାଇଛି। ଏହି ଗ୍ରାମ ଗୁଡିକରେ କରୋନା ସଂକ୍ରମିତ ଜଣା ପଡିବା ପରେ ପଞ୍ଚାୟତ ତରଫରୁ ସଚେତନତା କରିବା ସହ କଡା ପଦକ୍ଷପ ମଧ୍ୟ ନିଆଯାଇଛି । ପ୍ରଶାସନିକ ଅନୁମତି ପରେ ସମ୍ପୃକ୍ତ ଗ୍ରାମ ଦୁଇଟିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ସମୟରେ ଏହି କଟକଣା ସାତ ଦିନ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ସରପଞ୍ଚ ସୁବାଷ ଚନ୍ଦ୍ର ରାୟଗୁରୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here