ରୋଟାରୀ କ୍ଲବ ଅଫ ଇନଫୋସିଟି ତରଫରୁ ଜଳଛତ୍ର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉତ୍ତର ଭୁବନେଶ୍ୱର ର ଜନଗହଳି ପୂର୍ଣ୍ଣ ପଟିଆ କୋଏଲ କ୍ୟାମ୍ପସ ଛକ ନିକଟରେ ଆରମ୍ଭ ହୋଇଛି ପାନୀୟ ଜଳ ପ୍ରଦାନ କେନ୍ଦ୍ର . ରୋଟାରୀ କ୍ଲବ ଅଫ ଇନଫୋସିଟି ତରଫରୁ ସଦସ୍ୟ ମାନେ ଉପସ୍ଥିତ ରହି ପଥଚାରୀ ଏବଂ ସ୍ଥାନୀୟ ଲୋକ ମାନଙ୍କୁ ଦହିପଣା ବଣ୍ଟନ କରିଥିଲେ . ରୋଟାରୀ କ୍ଲବ ଅଫ ଇନଫୋସିଟି ର ସଭାପତି ଦେବାଶିଷ ମିଶ୍ର , ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା ଏବଂ ବରିଷ୍ଠ ରୋଟାରୀଆନ ଶୁଭ୍ରାଂଶୁ ତ୍ରିପାଠୀ ଏବଂ ଅନ୍ୟ କେତେକ ସଦସ୍ୟ ଜଳଛତ୍ର ଷ୍ଟଲ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ .

Leave a Reply

Your email address will not be published. Required fields are marked *