ଲାଇସେନ୍ସ ଗୋଟେ : ଦୋକାନ ଦି ଟା , ସାଇନ ବୋର୍ଡ ହଳେ !

0
581

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ପ୍ରକୃତ ବିଦେଶୀ ଠିପି ବନ୍ଦ ମଦ ଦୋକାନ କେତୋଟି ତାହା ସାଧାରଣ ରେ ପ୍ରଶ୍ନ । ତାର କାରଣ ହେଉଛି, ଦି ଦି ଜାଗାରେ ଲାଗିଥିବା ସାଇନ ବୋର୍ଡ . ଗୋଟିଏ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ କୁ ସିକୃତି ମିଳିଥିବା ବେଳେ ଅନ୍ୟଟି ପୁରୁଣା ଦୋକାନ ଘର . ତାହା ବନ୍ଦ ହୋଇଥିଲେବି ମଧ୍ୟ ଏପର୍ଯ୍ୟନ୍ତ ଦୋକାନ ଉପରେ ଲାଗି ରହିଛି ସାଇନ୍ ବୋର୍ଡ । ଲକ ଡାଉନ କଟକଣା ପରିସ୍ଥିତିରେ ଗଳାବାଟ ଦେଇ ମଦ କାରବାର ପାଇଁ ଏପରି କର ଯାଇନି ତ , ଯାହକୁ ନେଇ ସାଧାରଣରେ ବିଭିନ୍ନ କଥା ଆଲୋଚନା ହେଉଛି । ତେବେ ପୁରୁଣା ଦୋକାନ ରୁ ଦୀର୍ଘ ଦିନ ଧରି ସାଇନ ବୋର୍ଡ ଉଠା ନଯିବା ସନ୍ଦେହ ସୃଷ୍ଟି କରିଛି । ଏହାପଛର କାରଣ କଣ ? ଗୋଟିଏ ଲାଇସେନ୍ସ ପ୍ରାପ୍ତ ଦୋକାନ ପାଇଁ ଦୁଇଟି ଘର ଏବଂ ହଳେ ସାଇନ ଘଟଣା ବାଙ୍କୀ ଅବକାରୀ ବିଭାଗ ର କାର୍ଯ୍ୟକଳାପ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here