ଡମ୍ଫର-କ୍ରେନ ମୁଁହାମୁହିଁ : ଡମ୍ଫର ଡ୍ରାଇଭର ଆହାତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବାରଗଡ଼ିଆ ପାଖ ମୁଖ୍ୟରାସ୍ତାରେ ଡମ୍ଫର କ୍ରେନ ମୁଁହାମୁହିଁ ଧକା . ଦୁର୍ଘଟଣାରେ ଡମ୍ଫର ଡ୍ରାଇଭର ଆହାତ । କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗଡ଼ିଆ ପାଖ ମୁଖ୍ୟ ରାସ୍ତାରେ ରାତି ୭ ଘଟିକା ସମୟରେ ଏକ ଡମ୍ଫର ରାସ୍ତା ଡିଭାଇଡ଼ର କ୍ରସ କରୁଥିବା ସମୟରେ ଅପର ପାର୍ଶ୍ୱରୁ ଏକ କ୍ରେନ ଆସୁଥିବା ସମୟରେ ମୁଁହାମୁହିଁ ଧକ୍କା ହୋଇଥିଲା . ଦୁର୍ଘଟଣାରେ ଡମ୍ଫର ଡ୍ରାଇଭର ଆହାତ ହୋଇଥିବା ବେଳେ ଅନ୍ୟ କାହାର କିଛି କ୍ଷତି ହୋଇ ନାହିଁ । ଆହତ ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ପାଖ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକତ୍ସା କରା ଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *