ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୩୪ ଜଣଙ୍କୁ କରୋନା ଟୀକାକରଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାରି ରହିଛି ଟୀକାଦାନ କାର୍ଯ୍ୟକ୍ରମ . ସକାଳ 8 ଘଟିକରୁ ଅପରାହ୍ନ 6 ଘଟିକା ମଧ୍ୟରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 457 ଜଣ 18 ରୁ 44 ବର୍ଷ ବ୍ୟକ୍ତି ଏବଂ 77 ଜଣ 45 ରୁ 60 ବର୍ଷ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଥିବା ସୂଚନା ଦେଇଛନ୍ତି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ପରିଚାଳକ ଡାକ୍ତର ଜୟଦେବ ନନ୍ଦ ।

Leave a Reply

Your email address will not be published. Required fields are marked *