ସମଲରେ ଜନକଲ୍ୟାଣ ଯୋଜନା ପାଇଁ ବୈଠକ !!

0
441

Loading

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସମଲ ବ୍ୟାରେଜ ସ୍ଥିତ ୱାର୍କଚାର୍ଜ କଲୋନୀ ଠାରେ ପାଳଲହଡା ବିଧାୟକ ମୁକେଶ କୁମାର ପାଳ ଙ୍କ ପରାମର୍ଶ କ୍ରମେ ଯୁବନେତା ବୁଦ୍ଧଦେବ ବାହାଦୁର ଓ ସଭାପତି କୁବେର ସାହୁ ଙ୍କ ଆହ୍ୱାନ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସମଲ ବ୍ୟାରେଜର ୮ ଗୋଟି ୱାର୍ଡ ୱାର୍ଡମେମ୍ବର ମାନେ ଉପସ୍ଥିତ ଥିଲେ । ଆଗକୁ କିପରି ଏହି ୱାର୍ଡ ମାନଙ୍କରେ ଜନକଲ୍ୟାଣ ଯୋଜନା ଚାଲିବ ସେ ବିଷୟରେ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here