ପଥ ପାର୍ଶ୍ୱ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦାନ କଲେ ଦଶପଲ୍ଲା ବିଧାୟକ !!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ୭୨ତମ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଦଶପଲ୍ଲା ବିଧାୟକ ତଥା ନୟାଗଡ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଠାରୁ ହଟିଆପଲ୍ଲୀ ପର୍ଯ୍ୟନ୍ତ ପଥ ପାର୍ଶ୍ୱ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ .

ବିଶ୍ୱର ପରିବର୍ତ୍ତିତ ଜଳବାୟୁ ଏବଂ କ୍ରମ ବର୍ଦ୍ଧିଷ୍ଣୁ ତାପମାତ୍ରା ନିୟନ୍ତ୍ରଣ ପାଇଁ ବୃକ୍ଷରୋପଣ ର ଆବଶ୍ୟକତା କୁ ସମସ୍ତେ ଉପଲବ୍ଧି କରି ନିଜ ବାଡ଼ି ବଗିଚା ତଥା ଖାଲି ସ୍ଥାନରେ ଗଛ ଲଗାଇବା ଆବଶ୍ୟକ ବୋଲି ମତ ଦେଇଛନ୍ତି ବିଧାୟକ .

Leave a Reply

Your email address will not be published. Required fields are marked *