ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ଆପ୍ ଶାଖା ର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ !

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଆପ୍ ର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ହିନ୍ଦୋଳ ଠାରେ ଦଳର…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

ବୈଦେଶ୍ୱର ନାଟେରୀ ଗ୍ରାମରେ ୟୁଥ ଫର ଆକସନ ର ସାଙ୍ଗଠନିକ ସଭା

କଳାପଥର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଗ୍ରଣୀ ସାମାଜିକ ସଙ୍ଗଠନ ୟୁଥ ଫର ଆକ୍ସନ ପରିବାର ପକ୍ଷରୁ ବୈଦେଶ୍ୱର ଗ୍ରାମ ପଞ୍ଚାୟତର…

ଆମ ରିପୋଟରଜିଲ୍ଲାନୟାଗଡ

ପରାଢିପୀ ଗ୍ରାମରେ ରଘୁନାଥ ଜୀଉ କ୍ଳବ ଉଦଘାଟନ କଲେ ଦଶପଲ୍ଲା ବିଧାୟକ !!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୁଆଗାଁ ବ୍ଳକ୍ ଅନ୍ତର୍ଗତ ପରାଢିପୀ ଗ୍ରାମରେ ଉଦଘାଟିତ ହୋଇଯାଇଛି ରଘୁନାଥ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମପଡ଼ା ଗ୍ରାମର ଡପାସାହି ରେ ଏକ ଅଭାବନୀୟ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଡ୍ରେନ ସମସ୍ୟାର ନେଇ ସି.ଏମ୍.ସି. କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ଉତ୍କଳ ବିକାଶ ପରିଷଦ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ନିର୍ବାଚନ ମଣ୍ଡଳୀ ଉପକଣ୍ଠ ମହାନଗର ନିଗମ ୫୯ନଂ ୱାର୍ଡ ନୂଆ କାଚେରାମାଳ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

ପୂଜ୍ୟ ପୂଜା ପରମ୍ପରା ର ଜାଗ୍ରତ ପ୍ରହରୀ : ଜନମଙ୍ଗଳ ପରିଷଦ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସନାତନ ଭାରତବର୍ଷରେ ପୂଜ୍ୟ ପୂଜାର ପରମ୍ପରା ଅତି ପ୍ରାଚୀନ . ସମାଜ ଗଠନରେ ପ୍ରମୂଖ…

ଆମ ରିପୋଟରଜିଲ୍ଲାଭଦ୍ରକ

ଆଦର୍ଶ ଶିକ୍ଷକ ସ୍ୱର୍ଗତ ନିତ୍ୟାନନ୍ଦ ସାର ଙ୍କ ସ୍ମୃତିରେ ଚାରାରୋପଣ କାର୍ଯ୍ୟକ୍ରମ !!!

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭଦ୍ରକ ତିହିଡି ଅଞ୍ଚଳର ଆଦର୍ଶ ଶିକ୍ଷକ ସ୍ୱର୍ଗତ ନିତ୍ୟାନନ୍ଦ ଜେନାଙ୍କ ସ୍ମୃତିରେ ତାଙ୍କ ଗ୍ରାମ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

କଟକ – ନରସିଂହପୁର ରାସ୍ତାରେ ଅଜଣା ଗାଡି ଧକ୍କାରେ ୪ ଗୋରୁ ମୃତ !!!

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବିଳମ୍ବିତ ରାତିରେ କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଛକ…