ବଲାଙ୍ଗିର : ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସଂପାଦକ !!

Spread the love

ବଲାଙ୍ଗିର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବଲାଙ୍ଗିରରେ ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସଂପାଦକ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ୟାକ୍ସ ସମ୍ପାଦକ ମାସୁଦ ମହମ୍ମଦଙ୍କ ଘରେ ଭିଜିଲାନ୍ସ ରେଡ଼ କରିଛି । ସୋନପୁର ଜିଲ୍ଲା ଚାରିଭଟା ଓ ଦୁବୁଲା ପ୍ୟାକ୍ସରେ ସଂପାଦକ ଭାବରେ କାମ କରନ୍ତି ମାସୁଦ ମହମ୍ମଦ .

Leave a Reply

Your email address will not be published. Required fields are marked *