ବିଦ୍ୟୁତ ଆଘାତରେ ହାତୀ ମୃତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କଂଟାମିଳା ଗ୍ରାମରେ ବିଦ୍ୟୁତ ଆଘାତ ଘଟି ଏକ ହାତୀ ର ମୃତ୍ୟୁ ଘଟିଛି । ମୃତ୍ୟୁ ବରଣ କରିଥିବା ହାତୀଟିର ବୟସ ପ୍ରାୟ 12ବର୍ଷ ହେବ ବୋଲି ଅନୁମାନ କରାଯାଏ । ବାର୍ହା ଶୀକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟ ହୋଇଛି । ବିଦ୍ୟୁତ ତାର ବିଛାଇଥିବା ସେହି ଗ୍ରାମର ରଞ୍ଜିତ ନାୟକ ଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *