ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଜିଲ୍ଲା ପଦ୍ମାବତୀ ଅଞ୍ଚଳର ୭ଖଣ୍ଡ ମୌଜାର ବାଲୁଙ୍କେଶ୍ଵର ମନ୍ଦିର ଟ୍ରଷ୍ଟି ବୋର୍ଡ କର୍ମକର୍ତ୍ତା ଗଦାଧର ସାହୁ ଙ୍କର ପରଲୋକ ଘଟିଛି . ଗଦାଧର ସାହୁଙ୍କ ନିଧନ ଖବର ଶୁଣି ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ଅନ୍ତିମ ଦର୍ଶନ କରିବା ସହିତ ଶୋକ ବ୍ୟକ୍ତ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ବାଲୁଙ୍କେଶ୍ଵର ଦେବଙ୍କୁ ପ୍ରାର୍ଥନା କରିଛନ୍ତି .
ପରଲୋକରେ ଗଦାଧର ସାହୁ !!!

