ଆଉ ନାହଁ।ନ୍ତି ପୂଜ୍ୟ ଲକ୍ଷ୍ମୀଧର ପାତ୍ର

Spread the love

ଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ଉପକଣ୍ଠ କନ୍ଦରପୁର ପଞ୍ଚାୟତ ବମ୍ବୁରି ଗ୍ରାମର ବିଶିଷ୍ଟ ସମାଜସେବୀ, ଧର୍ମପରାୟଣ ବ୍ୟକ୍ତିତ୍ଵ ଲକ୍ଷ୍ମୀଧର ପାତ୍ର (୬୧)ଙ୍କ ସ୍ମୃତିଚାରଣ ସଭା ନେତାଜୀ ୟୁଥ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉମାକାନ୍ତ ଭୂୟାଁ, ଦାସରଥି ପ୍ରସାଦ ଚୌଧୁରୀ, ସଂନ୍ତୋଷ ଭୋଇ, ପୂର୍ବତନ ସରପଂଚ ପ୍ରମୋଦ କୁମାର ରାଉତ, ଶୁଭେନ୍ଦୁ ବାରିକ, ପିୟୁଷ ରଜଂନ ପରିଡ଼ା, ଓମ୍ ପ୍ରକାଶ ପରିଡ଼ା, ଇନ୍ଦ୍ରମଣି ପାତ୍ର, ଗୋବିନ୍ଦ ସାହୁ, କଣ୍ଠଶିଳ୍ପୀ ଯୋଗେନ୍ଦ୍ର ନାଥ ଭୋଇ, ଭିକାରି ବେହେରା, ମନୋଜ ମୁଦୁଲି, ଆଲୋକ ଦିଗଦର୍ଶୀ ବିଶ୍ଵାଳ, ନିରଜଂନ ପରିଡ଼ା, ନିରଜଂନ ରାଉଳ ପ୍ରମୁଖ ଉପସ୍ଥିତି ରହି ସ୍ମୃତି ଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *