ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ପୋୖରାଞ୍ଚଳର ୧୦ ନମ୍ବର ୱାର୍ଡ ଅନ୍ତର୍ଭୂକ୍ତ ବଡବଜାର ନିକଟ ନାୟକ ସାହିରେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ସୂଚନା ମୁତାବକ କସୁର ଅଲି ନାମକ ଜଣେ ବ୍ୟକ୍ତିଙ୍କ ଘରେ ବିଦ୍ୟୁତ ସଟ ସର୍କିଟ ଯୋଗୁ ନିଆଁ ଲାଗିଥିଲା । ଏହି ଘରେ ଦୁଇ ପରିବାର ଭଡା ରହୁଥିବା ଜଣାପଡିଛି ।


