ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ସୟଦପୁରା ପଞ୍ଚାୟତ ଅଖୁଣ୍ଡ ସାହି . ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆନନ୍ଦ ଉତ୍ସାହର ସହିତ ତ୍ରିରଙ୍ଗା ଉଡାଇଛନ୍ତି ସ୍ଥାନୀୟ ନୌଜବାନ କମିଟି ସଦସ୍ୟ . ମୁଖ୍ୟ ଅତିଥି ଭାବେ ମୌଲାନା ମୁଫତି ଗୁରଫାନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ . ନୌଜବାନ କମିଟି ର ସଦସ୍ୟ ମାନେ ଜାତୀୟ ସଙ୍ଗୀତ ଗାନ କରିବା ସହିତ ସ୍ୱାଧୀନତାର ୭୫ ତମ ଉତ୍ସବକୁ ପାଳନ କରିଛନ୍ତି .
ତ୍ରିରଙ୍ଗା ଉଡ଼ାଇଲେ ଅଖୁଣ୍ଡ ସାହି ନୌଜବାନ କମିଟି ସଦସ୍ୟ !!!

