ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ମଠ ମନ୍ଦିର ସୁରକ୍ଷା ସଙ୍ଗଠନ ତରଫରୁ ଗ୍ରାମର ଯୁବକ ମାନଙ୍କ ମିଳିତ ଉଦ୍ୟମରେ ଗାଁ ପାଇଁ ଦିନଟି ନାମରେ ସୁକିନ୍ଦାଗଡର ଗ୍ରାମଦେବୀ ମା ଖଣ୍ଡୁରାଇଙ୍କ ମନ୍ଦିର ପରିସର ସଫେଇ କରାଯାଇଥିବା ଦେଖିବାକୁ ମିଳିଛି . ଗ୍ରାମର ଯୁବକ ମାନଙ୍କ ଦ୍ୱାରା ଏପରି ମହତ କାର୍ଯ୍ୟ ପାଇଁ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ବହୁ ସାଧୁବାଦ ମିଳିଛି । ଗାଁ ପାଇଁ ଦିନଟିଏ ନାମରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଆରମ୍ଭ କରି ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରୁଛି – ସୁକିନ୍ଦା ମଠ ମନ୍ଦିର ସୁରକ୍ଷା ସଂଗଠନ .
ମଠ ମନ୍ଦିର ସୁରକ୍ଷା ସଙ୍ଗଠନ ର ଅଭିନବ ପ୍ରୟାସ : ଗାଁ ପାଇଁ ଦିନଟିଏ !!!

