ଆମ ରିପୋଟରଗଜପତିଜିଲ୍ଲା

ଅନାଥ ପିଲାଙ୍କୁ ଆପଣାଇଲା ଗଜପତି ଜିଲ୍ଲା ପ୍ରଶାସନ !

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ପଞ୍ଚାୟତ ସମିତିର ରାୟଗଡ ଗ୍ରାମରେ ବାପା ମା ଙ୍କୁ ହରାଇଥିବା…

ଆମ ରିପୋଟରଜିଲ୍ଲାନୟାଗଡ

ଦଶପଲ୍ଲାରେ ବିଜୁ ଛାତ୍ର ଜନତା ଦଳର ସାଙ୍ଗଠନିକ ବୈଠକ

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର କୁଆଁରିୟା ଡ଼୍ୟାମ୍ ଠାରେ ବିଜୁ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାରାଜ୍ୟ

ଦୁଃଖ ବୁଝିଲେନି ଥାନା ବାବୁ : ଜିଲ୍ଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧା

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ପାରିବାରିକ କଳହ କୁ ନେଇ ହଣାକଟା । ଥାନାରେ ଅଭିଯୋଗ । ଜମିବାଡ଼ି ବିବାଦ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

କୁସୁପଙ୍ଗି ପଞ୍ଚାୟତ ମହାଦୁର୍ନୀତି : ଆନ୍ଦୋଳନ ପାଇଁ ପାଗ ଭିଡୁଛି ବ୍ଲକ କଂଗ୍ରେସ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ କୁସୁପଙ୍ଗି ପଞ୍ଚାୟତ ରେ ହୋଇଥିବା ମହାଦୁର୍ନୀତି…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ବାରଙ୍ଗ ରେ ବିଜେପିର କାର୍ଯ୍ୟକାରିଣୀ ବୈଠକ !!!

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫୁଲପୋଖରୀ ବଛିପୁର ଗ୍ରାମ ମା ତାରିଣୀ ଙ୍କ ପୀଠରେ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳରାଜ୍ୟ

ନିଯୁକ୍ତି ଦୁର୍ନୀତିର ନିରପେକ୍ଷ ତଦନ୍ତ ହେଉ : ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଓଡିଶା ଷ୍ଟାଫ ସିଲେକ୍‌ସନ୍ କମିଶନରେ ପରୀକ୍ଷା ଓ…

ଆମ ରିପୋଟରକଟକଜିଲ୍ଲାଯାଜପୁର

ପାଲା ପରିବେଷଣ କୁ ଅନୁମତି ପ୍ରଦାନ ନିମନ୍ତେ ଯାଜପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ।

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପାଲା ପରିବେଷଣ ପାଇଁ ଅନୁମତି ପ୍ରଦାନ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ଅନୁରୋଧ ପତ୍ର ପ୍ରଦାନ…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ଅନନ୍ୟା ଫାଉଣ୍ଡେସନ ତରଫରୁ ମାରାଥନ ସେବା କାର୍ଯ୍ୟକ୍ରମ !

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅନନ୍ୟା ଫାଉଣ୍ଡେସନ ତରଫରୁ ଆଜି ମାରାଥନ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅନନ୍ୟା…

ଆମ ରିପୋଟରଜିଲ୍ଲାଢେଙ୍କାନାଳରାଜ୍ୟ

ଦ୍ୱୀପ ତଳ ଅନ୍ଧାର : ଢେଙ୍କାନାଳ ପୋୖରାଞ୍ଚଳ ର 21 ନମ୍ବର ୱାର୍ଡ ସଞ୍ଜୟ କଲୋନୀ ର ବିପର୍ଯ୍ୟସ୍ଥ ଅବସ୍ଥା !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ )ମ – ରଞ୍ଜିତ ବେହେରା : କଥାରେ ଅଛି ଦ୍ୱୀପ ତଳ ଅନ୍ଧାର । ବାସ୍ତବରେ ଏହାର ଏକ ବାସ୍ତବ ରୂପ…

ଆମ ରିପୋଟରଗଜପତିଜିଲ୍ଲାରାଜ୍ୟ

ମିନାକ୍ଷୀ ସାହୁଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ !

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରଗତିଶୀଳ ମହିଳା ସଂଗଠନ ଆକାଂକ୍ଷାର ପ୍ରତିଷ୍ଠାତା ମିନାକ୍ଷୀ ସାହୁଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଆକାଂକ୍ଷା…