ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧାରେ ଅବସ୍ଥିତ C. I. T. U ର କାର୍ଯ୍ୟାଳୟ ଠାରେ ଗୁପ୍ତା ପାୱାର ର ଶ୍ରମିକ ମାନେ ଗାନ୍ଧୀ ଜୟନ୍ତୀ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଧୁନିକ ଭାରତ ନିର୍ମାଣ ରେ ମହାତ୍ମା ଗାନ୍ଧୀଙ୍କ ଭୂମିକା ଉପରେ ଏକ ପ୍ରବନ୍ଧ ପ୍ରତିଯୋଗୀତା କରାଯାଇଥିଲା । ପ୍ରତିଯୋଗିତାରେ ଭାଗ ନେଇ ଥିବା ଛାତ୍ର ଛାତ୍ରୀ ମାନକୁ CI T U ର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ପୁରସ୍କାର ପ୍ରଦାନ କରିଥିଲେ ଓ ଶ୍ରମିକ ନେତା ଠାରୁ ଆରମ୍ଭ କରି କୃଷକ, ଶ୍ରମିକ ମାନଙ୍କ ଉପରେ ବିପଦ, ରାଷ୍ଟ୍ରୀୟ ସମ୍ପ୍ରତି କୁ ସୁରକ୍ଷାଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ସଂଘବଦ୍ଧ ଲଢ଼େଇ ଚାଲୁ ରହିବ ବୋଲି ପ୍ରକାଶ କରିଥିଲେ ।
ଗୁପ୍ତା ପାୱାର ୱାର୍କସ ୟୁନିୟନ ଦ୍ୱାରା ମହାତ୍ମା ଗାନ୍ଧୀ ଙ୍କ ୧୫୨ ତମ ଜୟନ୍ତୀ ପାଳନ !!!

