ପାରିବାରିକ କଳହର କରୁଣ ପରିଣତି !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ପାରିବାରିକ କଳହର କରୁଣ ପରିଣତି , ପତ୍ନୀର ତଣ୍ଟି କାଟି ସ୍ୱାମୀ ଫେରାର . ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ ଗ୍ରାମରେ ଘଟିଛି ଏପରି ଅଭାବନୀୟ ନାରକୀୟ ଘଟଣା । ପୋଲିସ ସୂଚନା ଅନୁଯାୟୀ ପାରିବାରିକ କଳହରୁ ସ୍ୱାମୀ କାର୍ତ୍ତିକ ପ୍ରଧାନ ନିଜ ସ୍ତ୍ରୀ ସ୍ତ୍ରୀ ଇନ୍ଦିରା ପ୍ରିୟ ଦର୍ଶିନୀ ମହାନ୍ତି ରାତିରେ ଶୋଇଥିବା ସମୟରେ ଏକ ଧାରୁଆ ଅସ୍ତ୍ର ଦ୍ୱାରା ଅମାନୁଷିକ ଭାବେ ହତ୍ୟା କରି ଫେରାର ହୋଇ ଯାଇଛି । ଇନ୍ଦିରାଙ୍କ ଭାଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଘଟଣା ସ୍ଥଳରେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର , ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ଓ ସାଇଟିଂଫିକ ଟିମ ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *