କୋଇ ସଂରକ୍ଷିତ ଜଙ୍ଗଲରୁ ଦୁଇ ହରିଣ ଶିକାରୀ ଗିରଫ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ହିନ୍ଦୋଳ ସଂରକ୍ଷିତ ଜଙ୍ଗଲରୁ ୨ ହରିଣ ଶିକାରୀକୁ ଗିରଫ କରିବାରେ ହିନ୍ଦୋଳ ବନବିଭାଗ ସଫଳ ହୋଇଛି । ଉକ୍ତ ବ୍ୟକ୍ତି ଦୁଇଜଣ ହେଲେ ସାମ ବାଦାନୀ ଏବଂ ଚରଣ ଦେହୁରୀ . ଉଭୟ ହିନ୍ଦୋଳ ଜୟପଙ୍ଗା ର ବାସିନ୍ଦା ହୋଇଥିବା ସମୟରେ ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ହରିଣ ମାଂସ, ଜାଲ ଆଦି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ଵୟଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ବନବିଭାଗ ସୂଚନା ଦେଇଛି .

Leave a Reply

Your email address will not be published. Required fields are marked *