ମା’ ଗଜଲକ୍ଷ୍ମୀଙ୍କୁ ମେଲାଣି ଦେଲେ ପାର୍କ ବଜାର କମିଟି ସଦସ୍ୟ !

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଏନ୍ଏସି ପାର୍କ ବଜାର ପୂଜା କମିଟି ଆନୁକୁଲ୍ୟରେ ମା ଗଜଲକ୍ଷ୍ମୀ ପୂଜା ଓ ମେଲାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ସଂପୂର୍ଣ୍ଣ ହୋଇଛି । ପାର୍କ ବଜାର ପୂଜା କମିଟି ଓ ବଜାରର ସମସ୍ତ ବ୍ୟବସାୟୀ ସରକାର ଙ୍କର କରୋନା କଟକଣା କୁ ଦୃଷ୍ଟିରେ ରଖି ଭସାଣି ଉତ୍ସବର ଆୟୋଜନ କରିଥିଲେ । ଶାନ୍ତି ଶୃଙ୍ଖଳାର ସହିତ ମା’ ଗଜଲକ୍ଷ୍ମୀ ଙ୍କର ନୀତିକାନ୍ତି ଅନୁସାରେ ହୋମ ଯଜ୍ଞ ଏବଂ ପୂର୍ଣ୍ଣାହୁତି ହୋଇ ମା ‘ ଙ୍କୁ ନଗର ପରିକ୍ରମା କରାଯାଇ ଚିଆଙ୍କ ସାହି ଗ୍ରାମର ଗୁଣୁସ୍ଵର ପୋଖୋରୀ ରେ ବିସର୍ଜନ ହୋଇଥିଲା ।

Leave a Reply

Your email address will not be published. Required fields are marked *