ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବିଧାୟକ ସୁଧୀର ସାମଲ ଙ୍କ ଦ୍ୱାରା ଢେଙ୍କାନାଳ ସରସ୍ୱତୀ ଶିଶୁ ମନ୍ଦିର ରେ ଆକ୍ୱାଗାର୍ଡ ର ଶୁଭ ଉଦଘାଟନ . ଢେଙ୍କାନାଳ ସରସ୍ୱତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ମାନ୍ୟବର ବିଧାୟକ ସୁଧିର ସାମଲଙ୍କ ଦ୍ୱାରା ଦୁଇଟି ଆକ୍ୱାଗାର୍ଡ ର ଶୁଭ ଉଦଘାଟନ ହୋଇଯାଇଛି । ବିଧାୟକଙ୍କ ପାଣ୍ଠିରୁ ବିଦ୍ୟାଳୟର ପିଲାମାନଙ୍କ ପାଇଁ ସ୍ୱଚ୍ଛ ଏବଂ ଶୀତଳ ଜଳ ପିଇବା ନିମନ୍ତେ ଦୁଇଟି ଆକ୍ୱାଗାର୍ଡ ଯୋଗାଇ ଦେବା ସହ ବର୍ଷର ମେଣ୍ଟେନାନ୍ସ ପାଇଁ ଅର୍ଥ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ବିଧାୟକ । ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଙ୍କ ସମେତ, ସରସ୍ୱତୀ ଶିଶୁମନ୍ଦିର ର ସମ୍ପାଦକ ବିଶ୍ୱନାଥ ବେହେରା, ପ୍ରଧାନ ଆଚାର୍ଯ୍ୟ। ଦାୟିତ୍ୱରେ ଥିବା କନକଲତା ପ୍ରଧାନ ଏବଂ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ ।
ଢେଙ୍କାନାଳ ସରସ୍ୱତୀ ଶିଶୁ ମନ୍ଦିର ରେ ଆକ୍ୱାଗାର୍ଡ ର ଶୁଭ ଉଦଘାଟନ !

