ଆମ ରିପୋଟରକଟକଜିଲ୍ଲା

ମନ୍ଦିର ପ୍ରତିଷ୍ଠା ଉତ୍ସବ ସମୟରେ ଆକସ୍ମିକ ଅଗ୍ନିକାଣ୍ଡ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ମନ୍ଦିର ପ୍ରତିଷ୍ଠା ଉତ୍ସବ ସମୟରେ ଘଟିଲା ଅଘଟଣ . ଆକସ୍ମିକ ଅଗ୍ନିକାଣ୍ଡ ଘଟିବା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବେକରେ ଗାମୁଛା ଲଗାଇ ଯୁବତୀଙ୍କ ଆତ୍ମହତ୍ୟା : ପୋଲିସର ତଦନ୍ତ ଜାରି !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜଗବନ୍ଧୁପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ।…

ଆମ ରିପୋଟରକନ୍ଧମାଳଜିଲ୍ଲା

ସୋମବାର ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଶୁଭାରମ୍ଭ କରିବେ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସୋମବାର ଦିନ କନ୍ଧମାଳ ବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଜାତୀୟ ରାଜପଥରେ ଓଲଟିଲା ରଙ୍ଗ ବୋଝେଇ ଟ୍ରକ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଳମ୍ବିତ ରାତିରେ ବିଶାଖାପାଟଣା ରୁ ରାଞ୍ଚି ପର୍ଯ୍ୟନ୍ତ ପ୍ରାଇମର ରଙ୍ଗ ନେଇ ଯାଉଥିବା ବେଳେ…

ଆମ ରିପୋଟରଗଜପତିଜିଲ୍ଲା

ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରି ଚର୍ଚ୍ଚାରେ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତବର୍ଷରେ ବହୁ ଗୁଣଧାରୀ ଓ ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି । ମୋହନା ବ୍ଲକର ହିଲଟପ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଚର୍ଚ୍ଚାରେ ଢେଙ୍କାନାଳ ଜୁବୁଲି ଟାଉନ କଲୋନୀ ସାହି !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଅନଲାଇନରେ ଶିଶୁ ଙ୍କ ଯୋୖନ ନିର୍ଯାତନା ଅଭିଯୋଗ ଆସିବା ପରେ ଏବେ ଚର୍ଚ୍ଚାକୁ ଆସିଛି…

ଆମ ରିପୋଟରଗଜପତିଜିଲ୍ଲା

ଦିବଂଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଗ୍ରାହକ ଅଧିକାର ସୁରକ୍ଷା କମିଟି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ମହାବିଦ୍ୟାଳୟରୁ ପ୍ରୋଜେକ୍ଟର ମେସିନ ଗାଏବ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତକାଲି ମହାବିଦ୍ୟାଳୟର…

ଆମ ରିପୋଟରକଟକଜିଲ୍ଲା

ପୁଣ୍ୟାତ୍ମା ଖତି ବେୱ।ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକରେ ସ୍ମୃତି ଚାରଣ ସଭା ଓ ବୃକ୍ଷରୋପଣ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଉପଖଣ୍ଡ ଡମପଡା ବ୍ଳକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ସ୍ନେହୀ , ଧର୍ମପରାୟଣ ମହିଳା…