ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ଛାତ୍ର ବିଜେଡି ସଭାପତିଙ୍କ ଦ୍ୱାରା ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମାସ୍କ ବଣ୍ଟନ ସହ କରୋନା ସଚେତନତା !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ସୋମବାର ସକାଳ ୧୦ଟାରୁ…

ଆମ ରିପୋଟରଜିଲ୍ଲାଯାଜପୁର

କାଳିଆପାଣିରେ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ ।

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଜେଡି ସଙ୍ଗଠନକୁ ୱାର୍ଡ ସ୍ତରରେ ମଜଭୁତ କରିବା ପାଇଁ ଦଳୀୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା…

ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଶ୍ୱଶୁର ଘରୁ ଜ୍ୱାଇଁ ର ଝୁଲନ୍ତା ମୃତଦେହ ଉଦ୍ଧାର !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ତରଭା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜଂଖୀରା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ମିସାଇଲ ମ୍ୟାନ୍ ଅବଦୁଲ କାଲାମଙ୍କ ପୁଣ୍ୟତିଥିରେ ଜନମଙ୍ଗଳ ପରିଷଦ ତରଫରୁ ଶ୍ରଦ୍ଧାଞ୍ଜଳୀ !!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଭାରତର ମିସାଇଲ ମ୍ୟାନ୍ ଅବଦୁଲ କାଲାମଙ୍କ ପୁଣ୍ୟତିଥି । ପୂଜ୍ୟପୂଜା ପରମ୍ପରାକୁ ବଜାୟ…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡ଼ା ଅଞ୍ଚଳର ବରିଷ୍ଠ ଆଇନଜୀବୀଙ୍କ ଦେହାନ୍ତ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ଭାଗିରଥି…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ଆପ୍ ଶାଖା ର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ !

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଆପ୍ ର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ହିନ୍ଦୋଳ ଠାରେ ଦଳର…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

ବୈଦେଶ୍ୱର ନାଟେରୀ ଗ୍ରାମରେ ୟୁଥ ଫର ଆକସନ ର ସାଙ୍ଗଠନିକ ସଭା

କଳାପଥର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଗ୍ରଣୀ ସାମାଜିକ ସଙ୍ଗଠନ ୟୁଥ ଫର ଆକ୍ସନ ପରିବାର ପକ୍ଷରୁ ବୈଦେଶ୍ୱର ଗ୍ରାମ ପଞ୍ଚାୟତର…

ଆମ ରିପୋଟରଜିଲ୍ଲାନୟାଗଡ

ପରାଢିପୀ ଗ୍ରାମରେ ରଘୁନାଥ ଜୀଉ କ୍ଳବ ଉଦଘାଟନ କଲେ ଦଶପଲ୍ଲା ବିଧାୟକ !!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୁଆଗାଁ ବ୍ଳକ୍ ଅନ୍ତର୍ଗତ ପରାଢିପୀ ଗ୍ରାମରେ ଉଦଘାଟିତ ହୋଇଯାଇଛି ରଘୁନାଥ…