ଆମ ରିପୋଟରକନ୍ଧମାଳଜିଲ୍ଲା

ବର୍ଷା ପ୍ରଭାବରେ କନ୍ଧମାଳ ବେହାଲ : ଜନଜୀବନ ଅସ୍ତବ୍ୟସ୍ତ !

: ଧୋଇଗଲା ଅସ୍ଥାୟୀ ପୋଲ : ତୁରନ୍ତ ମରାମତି ପାଇଁ ଦାବୀ : କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ :…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ଅଞ୍ଚଳରେ ଲଘୁଚାପ ବର୍ଷା ତାଣ୍ଡବ : ସରକାରୀ ସହାୟତା ଅପେକ୍ଷାରେ ବହୁ ପରିବାର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସାରା ଓଡିଶା ସମେତ ଯାଜପୁର ଜିଲ୍ଲାରରେ ଗତ କାଲି ଠାରୁ ଜାରି ରହିଛି ଲଘୁଚାପ…

ଆମ ରିପୋଟରଜିଲ୍ଲାନୟାଗଡ

ନୁଆଗାଁ ରେ ଭୂମିହୀନଙ୍କୁ ଜମି ପଟା ବଣ୍ଟନ କଲେ ଦଶପଲ୍ଲା ବିଧାୟକ ।।

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୁଆଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ଭୂମିହୀନ ମାନଙ୍କୁ ଜମି ପଟା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବେଗୁନିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲ୍ଲା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର, ଖେଳ ପଡ଼ିଆ…

ଆମ ରିପୋଟରକଟକଜିଲ୍ଲା

ବୁଡି ରହିଛି ଅସୁରେଶ୍ୱର ପ୍ରାଥମିକ ଚିକିତ୍ସାକେନ୍ଦ୍ର : ହନ୍ତସନ୍ତ ହେଉଛନ୍ତି ରୋଗୀ !!!

ନିଶ୍ଚିତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପଶୁ ଚିକିତ୍ସା କେନ୍ଦ୍ର ରେ ବର୍ଷା…

ଅନୁଗୁଳଆମ ରିପୋଟରଜିଲ୍ଲା

ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ !!!

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରେ ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଢେଙ୍କାନାଳ ରେ ସାମ୍ବାଦିକ ସମ୍ମିଳନୀ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ସୂର୍ଯ୍ୟ ମଣ୍ଡପ ଠାରେ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଏକ ଗଣମାଧ୍ୟମ…

ଅନୁଗୁଳଆମ ରିପୋଟରଜିଲ୍ଲା

କୂଅରେ ପଡ଼ି ଜଣେ ଅଜଣା ବ୍ୟକ୍ତିଙ୍କର ମୃତ୍ୟୁ !!!

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଜରପଡା ଥାନା ଅନ୍ତର୍ଗତ ଅମାନ୍ତପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା . କୂଅରେ ପଡ଼ି…