ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କରୁ ଏକ ବଡ ଧରଣ ଲୁଟ୍ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡାରେ ଥିବା ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କରୁ ଗୁରୁବାର…

ଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜ୍ୟ

ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ ଓମିକ୍ରନ ପାର୍ଟି !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜ୍ୟରେ ଓମିକ୍ରନ ଜନିତ ସଂକ୍ରମଣ ଦିନକୁ ଦିନ ଉପର ମୁହାଁ ହେବାରେ ଲାଗିଛି ।…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ନାଲକୋ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ନାଲକୋ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ (ସିପିପି) ରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଆହାର କେନ୍ଦ୍ର ନିକଟରେ ଲେଖକଙ୍କୁ ଆକ୍ରମଣ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ଜଣେ ଲେଖକଙ୍କୁ ଆକ୍ରମଣ ହୋଇଥିବାର…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳନୟାଗଡ

ସାତକୋଶିଆ ଏବଂ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଦୁଇ ଦିନିଆ କୁମ୍ଭୀର ଗଣନା ଶେଷ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସାତକୋଶିଆ ଏବଂ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚଳିତବର୍ଷ ଚାଲିଥିବା ଦୁଇ ଦିନିଆ କୁମ୍ଭୀର…

ଅପରାଧଆମ ରିପୋଟରଜିଲ୍ଲାମୁଖ୍ୟ ଖବରଯାଜପୁରରାଜ୍ୟ

ଫେସବୁକ ଆଇଡି ରେ ନିଜ ଠିକଣା ପାକିସ୍ତାନ ଲେଖିଥିବା ଯୁବକ , ବ୍ୟକ୍ତିଗତ ମୁଚାଲିକାରେ ଥାନା ରୁ ଖଲାସ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାଗଡ଼ ଅଧିନସ୍ଥ ଜୈନିକ ମୁସଲମାନ ଯୁବକ ସାରିକ ଖାନ ସାମାଜିକ ଗଣମାଧ୍ୟମ ଫେସବୁକରେ ନିଜ…

ଆମ ରିପୋଟରଗଜପତିଜିଲ୍ଲା

ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଜରିଆରେ ଚାଷୀଙ୍କ ଧାନ କ୍ରୟ ହେବ କେବେ ?

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳ । ଏଠାକାର…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଚେକିଂ ଆଳରେ ମାରପିଟ୍ ଓ ଗାଳିଗୁଲଜ କରିବା ଅଭିଯୋଗ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତ ଗଞ୍ଜଡା କଇଥ ସାହିରେ ଜାନୁୟାରୀ ୭ ତାରିଖ ସକାଳେ…

ଆମ ରିପୋଟରକନ୍ଧମାଳଜିଲ୍ଲା

ସ୍ଥାୟୀ ବସଷ୍ଟାଣ୍ଡ ପ୍ରତିଷ୍ଠା ସହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଗୋଛାପଡା ଯାତ୍ରି ବିଶ୍ରାମଗାର କୁ ପୁନଃରୁଦ୍ଧାର ଦାବୀ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଏକ ପ୍ରମୁଖ ସହର ଭାବେ ପରିଚିତ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ନିଆରା ଢଙ୍ଗରେ ବାର୍ଷିକ ଉତ୍ସବ ପାଳନ କଲା ସାମାଜିକ ସଂଗଠନ । ନିସ୍ୱାର୍ଥ ସେବା ଓଡିଶା ଚାରିଟେବୁଲ ଟ୍ରଷ୍ଟ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସମାଜମଙ୍ଗଳ ହୁଣ୍ଡିରେ ଦାନ କରି ଗୋଟେ ନୂଆ ହୁଣ୍ଡି ସ୍ଥାପନା କଲା ନିସ୍ୱାର୍ଥ ସେବା…