ଭାରତୀୟ କିଷାନ ସଂଘ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଭାରତୀୟ କିଷାନ ସଙ୍ଘ , କଟକ ଶାଖା ଓଡ଼ିଶା ପକ୍ଷରୁ କଟକ ସଦର ବ୍ଲକ, ବାରଙ୍ଗ, ନିଶ୍ଚିନ୍ତକୋଇଲି, ମାହାଙ୍ଗା, ବାଙ୍କୀ , ଡମପଡା , ଆଠଗଡ଼, କଣ୍ଟାପଡା, ତିଗିରିଆ ଆଦି ବହୁ ବ୍ଲକର ପଞ୍ଚାୟତ ସମିତି କାର୍ଯ୍ୟଳୟରେ ଏମଏସପିର ମୂଲ୍ୟ ବୃଦ୍ଧି କରିବା ନେଇ କାର୍ଯ୍ୟକର୍ତ୍ତା ବର୍ଗ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି । କିଷାନ ସଙ୍ଘ କଟକ ଜିଲ୍ଲାର ସଭାପତି ରବୀନ୍ଦ୍ର ନାଥ ସାହୁ , ରାଜ୍ୟ ପ୍ରଚାର ପ୍ରସାର ସଂଯୋଜକ ଅଶିମ ଦାସ, କଟକ ଜିଲ୍ଲା ସମ୍ପାଦକ କୃଷକ ନେତା ଦେବୀ ପ୍ରସାଦ ପତି , ବାରଙ୍ଗ ବ୍ଲକ ସଂଯୋଜକ ଅରୁଣ ସାହୁ, କୋଷାଧ୍ୟକ୍ଷ ରଞ୍ଜନ ସେନାପତି ଆଠଗଡ଼ , ଲଷ୍ମୀଧର ରାଉତରାୟ ଉପସଭାପତି କଣ୍ଟାପଡା, ଜୟ ଜଗନ୍ନାଥ ସହ ସମ୍ପାଦକ ନିଶ୍ଚିନ୍ତକୋଇଲି, କଟକ ସଦର ବ୍ଲକ ସଂପାଦକ ନିରଞ୍ଜନ ରାଉଳ, ବିଜୟ ସ୍ୱାଇଁ ଉପସଭାପତି ଅନ୍ୟ ମାନଙ୍କ ମଧ୍ୟରେ ବିରାଜ ଭୂଷଣ ପତି, ସୁରେଶ ପ୍ରଧାନ, ସନ୍ତୋଷ ଭୋଇ ଉପ-ସଭାପତି, ପ୍ରକାଶ ହାତୀ, ସୌମ୍ୟରଂଜନ ବେଉରା, ସାହିଲ ପ୍ରଧାନ ଏବଂ ବହୁ କାର୍ଯ୍ୟକାର୍ତ୍ତ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *