କୂଳସରିଚୁଆଁ ପଞ୍ଚାୟତ ନିର୍ବାଚନ : ସ୍ଵାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ନାରାୟଣ ଭୋଇ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଟକ ସଦର ଅଞ୍ଚଳରେ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା . କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା କୂଳସରିଚୁଆଁ ଗ୍ରାମ ପଞ୍ଚାୟତ ର ସରପଞ୍ଚ ପଦବୀ ପାଇଁ ସ୍ଵାଧୀନ ଭାବେ ନାମାଙ୍କନ କରିଛନ୍ତି ସମାଜସେବୀ ତଥା ଦକ୍ଷ ସଂଗଠକ ନାରାୟଣ ଭୋଇ । ସେ ତାଙ୍କ ସମର୍ଥକ, ଗୁରୁଜନ, ଶୁଭେଛୁ ମାନଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କହିଛନ୍ତି । ଜନସାଧାରଣଙ୍କ ଶ୍ରୀଯୁକ୍ତ ଭୋଇଙ୍କ ପ୍ରତି ଆସ୍ଥା, ସ୍ନେହ, ଶ୍ରଦ୍ଧା ଓ ଲୋକପ୍ରିୟତାକୁ ପାଥେୟ କରି ସେ ନିର୍ବାଚନ ରଣାଙ୍ଗଣରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଅଞ୍ଚଳର ବିକାଶ, ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ସଂକଳ୍ପ ରଖିଥିବା କଥା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *