Home2026July25ଏକାଦଶୀରେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ !!! ଏକାଦଶୀରେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ !!! July 25, 2026July 25, 2026byAwaj Media Spread the loveଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରାଜଦାଣ୍ଡ ଠାରେ ଆଜି ବଡ଼ ଏକାଦଶୀ ରେ ଭକ୍ତ ଙ୍କୁ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ସ୍ଥାନୀୟ କିଛି ଶ୍ରଦ୍ଧାଳୁ ଏହା ଆୟୋଜନ କରିଛନ୍ତି ।
ମହାନଦୀ ହାଡିଆପଠା ରେ NGT ଟିମ୍ !!! Spread the loveSpread the loveକଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ମହାନଦୀ ହାଡିଆ ପଠା ରେ ଏନଜିଟି ଟିମ୍ର ଅନୁଧ୍ୟାନ ଜାରି .…
ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ପାଇଁ କର୍ମଶାଳା !!! Spread the loveSpread the loveଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ…
ମାଲକାନଗିରି ର ଦିବଂଗତ ସାମ୍ବାଦିକଙ୍କୁ ବାଙ୍କୀ ରେ ଶ୍ରଦ୍ଧାସୁମନ !!! Spread the loveSpread the loveବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମାଲକାନଗିରି ର ଦିବଂଗତ ସାମ୍ବାଦିକଙ୍କୁ ବାଙ୍କୀ ରେ ଶ୍ରଦ୍ଧାସୁମନ ! ବାଙ୍କୀ…