ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ତଥା ସମାଜସେବୀ ରାକେଶ ସାହୁ !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀ ଠାରେ ଆୟୋଜିତ ହୋଇଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ୪୯୯ ଓଡ଼ିଶାର ଦ୍ୱିତୀୟ ଜନ୍ମ ବାର୍ଷିକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ତଥା ଆୱାଜ ମିଡ଼ିଆ ବାଣପୁର ବ୍ଲକ ପ୍ରତିନିଧି ରାକେଶ ସାହୁ ସମ୍ବର୍ଦ୍ଧିତ ହୋଇଛନ୍ତି . ସାମ୍ବାଦିକତା ବୃତ୍ତିରେ ଥିବା ରାକେଶ ଜଣେ ସହୃଦୟ ମଣିଷ , ନିଜ ପାଖା ପାଖି ଅଞ୍ଚଳରେ ରହୁଥିବା ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼େଇଥାନ୍ତି . ଟିମ୍ ୪୯୯ ଓଡ଼ିଶା ପକ୍ଷରୁ ତାଙ୍କୁ ସେବାରତ‌ ସମ୍ମାନ ୨୦୨୨ ରେ ସମ୍ମାନିତ କରାଯାଇଛି। ।

Leave a Reply

Your email address will not be published. Required fields are marked *