କଳାହାଣ୍ଡି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ ପାଖେଇ ଆସୁଥିବା ସମୟରେ ରାଜ୍ୟରେ ଜମିବାରେ ଲାଗିଛି ପ୍ରଚାର . କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରାର୍ଥୀ ମାନେ ସେମାନଙ୍କର ପ୍ରଚାର ଚଳାଇଛନ୍ତି . ରୁଣମାଲ ପଞ୍ଚାୟତରେ ଜୋରଦାର ପ୍ରଚାର ଚଳାଇଛନ୍ତି ସମିତି ସଭ୍ୟା ପ୍ରାର୍ଥୀନୀ ଜ୍ୟୋତି ଛତ୍ରୀଆ । କେଟିଲି ଚିହ୍ନରେ ନିର୍ବାଚନ ଲଢ଼ୁଥିବା ସମିତି ସଭ୍ୟା ପ୍ରାର୍ଥୀନୀ ଜ୍ୟୋତି ଜନସାଧାରଣଙ୍କୁ ତାଙ୍କ ସପକ୍ଷରେ ମତଦାନ କରି ଜୟଯୁକ୍ତ କରିବାକୁ ବିନମ୍ର ନିବେଦନ କରୁଛନ୍ତି ।
ପ୍ରଚାର ମୈଦାନରେ ସମିତି ସଭ୍ୟା ପ୍ରାର୍ଥୀନୀ ଜ୍ୟୋତି ଛତ୍ରୀଆ !!!

