ଆଉ ନାହାନ୍ତି ଗୁରୁ ପଦ୍ମନାଭ ସାହୁ : ତାଙ୍କ ଆଦର୍ଶ ସଦା ଅମର ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ୱତୀ କଳା ପରିଷଦ ପକ୍ଷରୁ ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ବତିମୀରା ଗ୍ରାମର ଶିକ୍ଷକ , ସାହିତିକ୍ୟ, କବି,ସଂଗଠକ ଓ ସମାଜସେଵୀ ଗୁରୁ ପଦ୍ମନାଭ ସାହୁଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅତିଥି ମାନକୁ ପରିବାର ତରଫରୁ ସମ୍ମାନିତ କରାଯାଇଥିଲା । କଳାକାର ବିରାଜ ଦାଶ, ଉତ୍କଳ ମଧୁବୌଶ ଗୁଡ଼ିଆ ସମାଜ ଓଡ଼ିଶା ସଭାପତି ଦେବେନ୍ଦ୍ର ନାଥ ସାହୁ, ଉପସଭାପତି ଭୀମସେନ ସାହୁ, ଯୁବ ସଂଗଠନ ସଭାପତି ବିନୋଦ ଚନ୍ଦ୍ର ସାହୁ, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, କଟକ ପାଞ୍ଚଶାଇ ଓ ନଗର ମଧୁବସ୍ୟ ସମାଜ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଏବଂ ମଧୁବୌଶ ସମାଜ କର୍ମକର୍ତ୍ତା ରାମଚନ୍ଦ୍ର ସାହୁ, ଶ୍ୟାମସୁନ୍ଦର ସାହୁ, ସୁରେନ୍ଦ୍ର ନାଥ ସାହୁ, ବାବାଜି ଚରଣ ସାହୁ, ରବୀନ୍ଦ୍ର ନାଥ ସାହୁ, କୈଳାଶ ଚନ୍ଦ୍ର ସାହୁ, ଦୁଇ ପୁତ୍ର ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ସାହୁ , ରାଜିତ କୁମାର ସାହୁ, ଦୁଇ ଜ୍ୱାଇଁ ପୀତାମ୍ବର ସାହୁ, ପ୍ରଶାନ୍ତ କୁମାର ସାହୁ, ବୋହୂ ମାନିନୀ ସାହୁ, ଅଳକାନନ୍ଦା ସାହୁ, ଝିଅ ଇଲାରାଣି ସାହୁ, ସିଲାରାଣି ସାହୁ, ନାତି, ନାତୁଣୀ, ଭାଇ ଜ୍ଞାନରଞ୍ଜନ ଦାସ , ସୁଧାଂଶୁ ଶେଖର ସାହୁ, ରବୀନ୍ଦ୍ର କୁମାର ସାହୁ, ଦୁରଦର୍ଶନ ପ୍ରୋଗ୍ରାମ ପ୍ରଡ୍ୟୁସର ଅଧିରାଜ ନାୟକ, ସହଧର୍ମିଣୀ ଚାରୁଲତା ସାହୁ ଏବଂ ଜଗତସଂହପୁରର ଜିଲ୍ଲାର ବୁଦ୍ଧିଜୀବୀ, ଗ୍ରାମବାସୀ ଓ ବନ୍ଧୁ ପରିବାରବର୍ଗ ସମସ୍ତେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *