ଆମ ରିପୋଟରକନ୍ଧମାଳଜିଲ୍ଲା

ଭାରସାମ୍ୟ ହରାଇ ଖାଲ କୁ ଓଲଟିଲା ଅଟୋ : ୮ ଗୁରୁତର !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଳକ ଦାସିଙ୍ଗବାଡ଼ି ଗ୍ରାମର ୧୨ ଜଣ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଦୋକାନ ସିଲ ଭାଙ୍ଗି ମଦ ବ୍ୟବସାୟ : ଅବକାରୀ ବିଭାଗର ଚଢାଉ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଦୋକାନ ସିଲ ଭାଙ୍ଗି କରୁଥିଲେ ବିଦେଶୀ ମଦ ବେପାର l ଧରାପଡ଼ି ଗଲେ…

ଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ପର୍ଯ୍ୟାୟରେ ତୁମୁଡିବନ୍ଧ ଓ କୋଟଗଡ ବ୍ଲକରେ ଭୋଟ ଗ୍ରହଣ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ ରେ କନ୍ଧମାଳ ଜିଲ୍ଲା ରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ସାଧାରଣ ଜନତାଙ୍କ ଉପରେ ବିଜେଡି ନେତାଙ୍କ ଗୁଣ୍ଡାଗିରି !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ୍ କୁମାରଙ୍ଗ ପଞ୍ଚାୟତ କୁମାରଙ୍ଗ ଗ୍ରାମରେ ବିଜେଡି କର୍ମୀ ଏବଂ ଗ୍ରାମବାସୀ ମଧ୍ୟରେ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

କଣ୍ଡରେଇ ପଞ୍ଚାୟତ ଫାଇଟ୍ : ମୈଦାନରେ ଦକ୍ଷ ସଂଗଠକ ତଥା ଶିକ୍ଷାବିତ କୁଳମଣି ବେଉରା !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ମାନେ ଚଲାଇଛନ୍ତି ଜୋରଦାର ପ୍ରଚାର…

ଅନୁଗୁଳଆମ ରିପୋଟରକନ୍ଧମାଳଜିଲ୍ଲା

ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର : ଟାଙ୍ଗିଆ ସହ ଥାନାରେ ଆତ୍ମ ସମର୍ପଣ କଲା ପୁଅ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗୁରୁପଡା ଗାଁ ରେ ଏକ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ବାଣପୁର ପଲଟନ ପଡିଆରେ ପୋଲିସର ଶକ୍ତି ପ୍ରଦର୍ଶନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ…

ଆମ ରିପୋଟରକଳାହାଣ୍ଡିଜିଲ୍ଲାଯାଜପୁରରାଜ୍ୟ

ଚିନ୍ମୟ ଫାଉଣ୍ଡେସନ ତରଫରୁ କଳାହାଣ୍ଡିରେ ସଚେତନତା କାର୍ଯ୍ୟକ୍ରମ !!!

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମ୍ପ୍ରତି ମହାମାରୀ କରୋନା ଓ ଓମିକ୍ରନକୁ ଧରା ପୃଷ୍ଠରୁ ସମ୍ପୁର୍ଣ୍ଣ ଭାବରେ ବିନାଶ କରିବା…

ଆମ ରିପୋଟରକଟକଜିଲ୍ଲା

ସାଲେପୁର ମାଟିର ଗର୍ବ ଗୌରବ ସମାଜସେବୀ ଇଂ.ବସନ୍ତ ରାଉତ ପାଇଲେ ମୁହାଁଣ ସାହିତ୍ୟ ସମ୍ମାନ – ୨୦୨୨ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଅଗ୍ରଣୀ ସାମାଜିକ ସଙ୍ଗଠନ ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର କଟକ ଶାଖାର ଉପଦେଷ୍ଟା…