ରାସ୍ତା ଉପରେ ଦିଅର ଭାଉଜ ଙ୍କ ପାରିବାରିକ କଳହର ଉଗ୍ର ରୂପ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ର କଟକ ଚାନ୍ଦବାଲି ରାସ୍ତା ର ଗୋଗୁଆ ଛକ ରେ ସାମନାକୁ ଆସିଛି ଅଭାବନୀୟ ଦୃଶ୍ୟ . ମୁଖ୍ୟ ରାସ୍ତା ଉପରେ ଜଣେ ମହିଳା ଙ୍କୁ ଘୋଷଡି ଘୋଷଡି ମାଡ ମାରୁଥିବା ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଦୃଶ୍ୟରେ ମାଡ ଖାଉଥିବା ଓ ମାଡ ମାରୁଥିବା ଦୁହେଁ ହେଉଛନ୍ତି ନିଜ ସମ୍ପର୍କରେ ଦିଅର ଭାଉଜ । ଏହା ଦିଅର ଭାଉଜଙ୍କ ପାରିବାରିକ କଳହର ଉଗ୍ରରୂପ ଯାହା ସୂଚନାରୁ ଜଣା ପଡିଛି । ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯଦି ଏହା ପାରିବାରିକ କଳହ ତେବେ ଭରା ପବ୍ଲିକ ରେ ଘଟୁଛି କାହିଁକି । ଏବେ ଆମେ ଆଶା କରୁଛୁ କି ଏହି ଭିଡିଓ ଦେଖିଲା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

 

Leave a Reply

Your email address will not be published. Required fields are marked *