ଦୀର୍ଘ ବର୍ଷର ଜମିଜମା ବିବାଦ ର ଆପୋଷୀ ସମାଧାନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ବରୀ – ରାମଚନ୍ଦ୍ରପୁର ସ୍ଥିତ ନୁରୂପୁର ଗାଁ ‘ ରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଜମିଜମା ବିବାଦର ଆପୋଷୀ ସମାଧାନ ନିମନ୍ତେ ଅଣ୍ଟା ଭିଡ଼ିଲା ଜାରକା ସ୍ଥିତ ମା’ ବିରଜା ସମାଧାନ ଓ ଜମିଜମା ପରାମର୍ଶ କେନ୍ଦ୍ର । ସଂସ୍ଥା ପକ୍ଷରୁ ସଭାପତି ଡ଼. କୁମରବର ନାୟକ, ପ୍ରାଧ୍ୟାପକ ଡ଼. ହରିଶ୍ଚନ୍ଦ୍ର ପଣ୍ଡା, ଚିନ୍ମୟ ଫାଉଣ୍ଡେସନର ଅଧ୍ୟକ୍ଷ ଅଧ୍ୟାପକ ଚିନ୍ମୟ ଦାଶ, ସମାଜସେବୀ ମଞ୍ଜୁଲତା ସ୍ୱାଇଁଙ୍କ ସମେତ ଉପସ୍ଥିତ ଭଦ୍ରଲୋକ ମାନେ ଆପୋଷୀ ସମାଧାନ କାର୍ଯ୍ୟରେ ଯୋଗଦାନ କରି ଦୀର୍ଘ ଦିନର ଶତ୍ରୁତାକୁ ବନ୍ଦ କରି ଭାଇଚାରା ଫେରାଇ ଆଣିବାକୁ ଚେଷ୍ଟା କରିଛନ୍ତି ।

Leave a Reply

Your email address will not be published. Required fields are marked *