ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ବିଜିପୁର ବଡସାହିରେ ୧୦୪ ତମ ରାମନବମୀ ଉତ୍ସବ ପାଳିତ . ଭାପୁର ବ୍ଲକ ବିଜିପୁର ଗ୍ରାମର ବଡ଼ସାହି ରେ ସମସ୍ତ ଜନସାଧାରଣଙ୍କ ସହଯୋଗରେ ପାଳନ ହୋଇଛି୧୦୪ ତମ ଶ୍ରୀରାମ ନବମୀ ଉତ୍ସବ । କାର୍ଯ୍ୟକ୍ରମ ଅବସରରେ ଗ୍ରାମ ଦେବତୀ ମା ସଂଯାଇ ଦେବୀ ଓ ମା କାଳୀ ଙ୍କୁ ନିମନ୍ତ୍ରଣ କରି ଅଣା ଯାଇଥିଲା । ଏହି ରାମ ନବମୀ ଯାତ୍ରା ୨୧ ଦିନ ବ୍ୟାପି ଚାଲିବ ।

