ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବଳଦମରାର ମହାନଦୀ ଶଯ୍ୟାରେ ୩୦ ରୁ ଅଧିକ ଘଡ଼ିଆଳ କୁମ୍ଭୀର ଛୁଆ ଜନ୍ମ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ର ବଳଦମରାର ମହାନଦୀ ଶଯ୍ୟାରେ ମଙ୍ଗଳବାର ଗୋଟିଏ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ବାଣପୁର ଅଞ୍ଚଳରେ ବେଧଡ଼କ ଚାଲିଛି ନକଲି ସିମ କାର୍ଡ କାରବାର : ପୋଲିସ କାର୍ଯ୍ୟାନୁଷ୍ଠାନ କେବେ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ନକଲି ସିମ କାର୍ଡ କାରବାର ଜୋରସୋରରେ ଚାଲିଥିବାର ବାରମ୍ବାର…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ବେଆଇନ୍ ଇଟା ଭାଟି ଉପରେ ତହସିଲଦାର ଙ୍କ ଚଢ଼ଉ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ତାଳଚେର ର ବ୍ରାହ୍ମଣୀ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ୍…

ଆମ ରିପୋଟରକଟକଜିଲ୍ଲାଯାଜପୁର

କୁପୋଷଣ ଶିକାର ହୋଇଥିବା ଶିଶୁ ମାନଙ୍କୁ ଉଦ୍ଧାର କଲା ସୁକିନ୍ଦା ମେଡିକାଲ ଟିମ୍ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କୁପୋଷଣ ଶିକାର ହୋଇଥିବା ଶିଶୁ ମାନଙ୍କୁ ଉଦ୍ଧାର କଲା ସୁକିନ୍ଦା ମେଡିକାଲ ଟିମ୍ .…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବ୍ରିଟିଶ ଅମଳର ପୋଖରୀର ପୁନରୁଦ୍ଧାର ପାଇଁ ଉପ-ଜିଲ୍ଲାପାଳଙ୍କୁ ନିବେଦନ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ହେମସୁରପଡା ତଳସାହିରେ ଥିବା ବ୍ରିଟିଶ ଅମଳର ପୋଖରୀର ପୁନରୁଦ୍ଧାର ପାଇଁ ଉପ-ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି…

ଅପରାଧଆମ ରିପୋଟରକଟକଜିଲ୍ଲାରାଜ୍ୟ

ଡାକ୍ତରଙ୍କ ସହିତ ପାଟିତୁଣ୍ଡ ଓ ସିକ୍ୟୁରିଟି କୁ ମାଡ ମାରିବା ଘଟଣା : ଅଭିଯୁକ୍ତ ଗିରଫ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚିକିତ୍ସା ପାଇଁ ଆସି ଡାକ୍ତରଙ୍କ ସହିତ ପାଟିତୁଣ୍ଡ ପରେ ସିକ୍ୟୁରିଟି ଗାର୍ଡ କୁ ମାଡ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିଦ୍ୟୁତ୍ ବିଭାଗ ର ଅପାରଗତା କାରଣରୁ ପାଦେ ପାଦେ ବିପଦ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ହେବାର ୨୯ ବର୍ଷ ବିତିଲାଣି କିନ୍ତୁ ସୁଧୁରି ପାରିନି ବିଦ୍ୟୁତ ନିରାପତ୍ତା…

ଅନୁଗୁଳଆମ ଟିଭିଆମ ରିପୋଟରଜିଲ୍ଲାଢେଙ୍କାନାଳ

ଦୁଷ୍କର୍ମକାରୀ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପକ୍ସୋ ସ୍ବତନ୍ତ୍ର ଅଦାଲତର ବିଚାରପତି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାଦେଶବିଦେଶନୟାଗଡସ୍ମାର୍ଟ ସିଟି

ସାମାଜିକ ଓ ଜନକଲ୍ୟାଣ କାର୍ଯ୍ୟକଳାପ ରେ ଜଡିତ ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୁଏତ ର ଏରିଆ ସଭାପତି ବିଶ୍ୱ ରଞ୍ଜନ ସାହୁ ଙ୍କୁ ବିପିପି ର ସଭାପତି…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରାଭେଲର !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବରଯାତ୍ରୀ ଗାଡ଼ିରେ ଲାଗିଲା ନିଆଁ । ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା…