ଖବର ପ୍ରସାରଣ ପରେ ପୁଲିସ ବିଭାଗ ସକ୍ରିୟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର , ବାଲୁଗାଁ ଅଞ୍ଚଳରେ ବଢୁଛି ନକଲି ସିମ କାର୍ଡ ବିକ୍ରୀ ଓ ବ୍ୟବହାର , ଏ ଖବର ପ୍ରସାରଣ ପରେ ପୁଲିସ ବିଭାଗ ସକ୍ରିୟ ହୋଇ ଉଠିଛି . ବାଲୁଗାଁ ଏସଡିପିଓ ଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଆଇଆଇସି ଙ୍କ ଉପସ୍ଥିତି ରେ ବାଲୁଗାଁ ର ବିଭିନ୍ନ ମୋବାଇଲ ସିମ ଦୋକାନ ରେ ପ୍ରି ଆକ୍ଟିଭେଟେଡ଼ ତଥା ନକଲି ସିମ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି .

Leave a Reply

Your email address will not be published. Required fields are marked *